ଚିନି
ଚିନି - ସାଧାରଣତଃ ଏହାକୁ ନିତିଦିନିଆ ଖାଦ୍ୟରେ ବ୍ୟବହାର କରାଯାଏ । ଏହାର ସ୍ୱାଦ ମିଠା ଅଟେ । ମୁଖ୍ୟତ ଏଥିରେ ଶ୍ୱେତସାର ଥାଏ । ସାଧାରଣ ଚିନିକୁ monosaccharides ବୋଲି କୁହାଯାଏ । ଏଥିରେ glucose ଓ fructose ଥାଏ । ଗ୍ରାନ୍ୟୁଲେଟେଡ ଚିନିକୁ disaccharide କୁହାଯାଏ । ଏଥିରେ maltose ଓ lactose ଥାଏ । ଚିନି ଆଖୁରୁ ପ୍ରସ୍ତୁତ କରାଯାଇଥାଏ । ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆରେ ଅଧିକ ଆଖୁ ଚାଷ କରାଯାଇଥାଏ ।
୨୦୧୧ରେ ସାରା ବିଶ୍ୱରେ ୧୬୮ ମିଲିୟନ ଟନ ଚିନି ଉତ୍ପାଦନ କରାଯାଇଥିଲା ।ସାଧାରଣ ଜଣେ ମଣିଷ ପ୍ରତି ବର୍ଷରେ ୨୪ କିଲୋ ଚିନି ଖାଇଥାଏ ।
ଇତିହାସ
ସମ୍ପାଦନାପୂର୍ବ ଯୁଗରୁ ଚିନି ଭାରତରେ ଉତ୍ପାଦନ ହେଉଥିଲା । ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆରେ ଏହା ଅଧିକ ମାତ୍ରାରେ ଉତ୍ପାଦନ କରାଯାଉଥିଲା ।[୧] ଅଲଗା ଜାତୀୟ ଚିନି ଅଲଗା ଅଲଗା ଯାଗାରୁ ଆସିଥିବାର ନଜିର ରହିଛି ଯେମିତିକି Saccharum barberi ଭାରତରୁ and S. edule and S. officinarum ନିଉ ଗୁଇନେଆରୁ .[୧][୨] ପର୍ତ୍ତୁଗିଜମାନେ ୧୫୪୦ ମସିହାରେ ଚିନିକୁ ବ୍ରାଜିଲ ନେଇଯାଇଥିଲେ ।ସେଠାରେ ୮୦୦ ଚିନି କଳ ଥିଲା । ତାହା ଆଗରୁ ୧୫୦୧ ଓ ୧୫୨୦ ଭିତରେ କ୍ୟୁବା,ଜାମାଇକାଠାରେ ବହୁତ ସୁଗାର ମିଲ ହେଇସାରିଥିଲା ।
ରସାୟନ ବିଜ୍ଞାନ
ସମ୍ପାଦନାଚିନିର ଫର୍ମୁଲା ଛାଞ୍ଚ:Chem । glu
- ↑ ୧.୦ ୧.୧ Kenneth F.Kiple & Kriemhild Conee Ornelas. World history of Food – Sugar. Cambridge University Press. Retrieved 9 January 2012.
- ↑ Sharpe, Peter (1998). "Sugar Cane: Past and Present". Illinois: Southern Illinois University. Archived from the original on 2011-07-10. Retrieved 2015-10-10.
{{cite web}}
: CS1 maint: bot: original URL status unknown (link)